1
00:00:01,584 --> 00:00:03,294
ଗୋବର୍ଦ୍ଧନ ପଣ୍ଡା: ତମ ଘରକୁ ଏବେ

2
00:00:03,586 --> 00:00:05,213
ଅତିଥି ଆସିଥିଲେ କି?

3
00:00:06,339 --> 00:00:06,923
ମଙ୍ଗଳା ସିସା: ହୁଁ...

4
00:00:06,923 --> 00:00:07,507
କାହିଁକି?

5
00:00:08,091 --> 00:00:08,591
ପୁଷ୍ ପରବ୍ (ପୌଷ ପର୍ବ)

6
00:00:08,967 --> 00:00:09,467
ହଁ...

7
00:00:09,676 --> 00:00:10,468
ପୁଷ ପରବ ବେଳେ

8
00:00:12,220 --> 00:00:14,055
ଶିମ୍ବ ଆଣୁ...

9
00:00:14,055 --> 00:00:14,514
ହଁ...ହଁ...ହଁ...

10
00:00:14,514 --> 00:00:16,391
ଶିମ୍ବ ତଳେ ମିଳେ ।

11
00:00:16,850 --> 00:00:17,100
ମୂଷା...

12
00:00:17,559 --> 00:00:18,059
ହଁ, ମୂଷା...

13
00:00:18,643 --> 00:00:19,144
ମୂଷା ସହିତ

14
00:00:19,394 --> 00:00:19,894
ଶିଆଳି ଫଳ,

15
00:00:20,562 --> 00:00:20,979
କନ୍ଦା,

16
00:00:21,688 --> 00:00:21,980
ମୂଷା...

17
00:00:22,397 --> 00:00:23,481
ମୂଷା, ଚୂଟିଆ ମୂଷା, ଚଢ଼େଇ

18
00:00:23,773 --> 00:00:24,691
ଅର୍ପଣ କରୁଁ

19
00:00:24,816 --> 00:00:25,358
ଓ..ହଁ...ହଁ...

20
00:00:25,734 --> 00:00:26,651
ପର୍ବ ସରିଲା

21
00:00:26,651 --> 00:00:27,193
ହଁ...

22
00:00:27,318 --> 00:00:28,987
ପର୍ବ ସରିଲା...

23
00:00:29,487 --> 00:00:30,989
ପେଣ୍ଡମ (ହାଣ୍ଡିଆ) ପିଇଲି...

24
00:00:31,614 --> 00:00:33,450
କେଉଁଥିରୁ ତିଆରି ହୋଇଛି?

25
00:00:34,075 --> 00:00:34,659
ଶୁଆଁ (ବାଜରା)ରୁ...

26
00:00:35,660 --> 00:00:36,161
ଉଇଡାର୍ (କାଙ୍କଡ଼ାଆଖି),

27
00:00:36,453 --> 00:00:36,786
ପୁନୁଇଁ (କାଙ୍ଗୁ),

28
00:00:36,953 --> 00:00:37,704
ହଁ, ପୁନୁଇଁ (କାଙ୍ଗୁ) ।

29
00:00:38,872 --> 00:00:40,039
ସେଇଟା କେମିତି କର?

30
00:00:42,459 --> 00:00:43,835
ରାନ୍ଧିଦେଉ

31
00:00:44,252 --> 00:00:45,670
ଭାତ ଭଳିଆ ।

32
00:00:45,754 --> 00:00:47,505
କାଙ୍ଗୁ ଆଦି ରାନ୍ଧିକରି...

33
00:00:47,505 --> 00:00:48,965
ଗର (ଦଳିତ)ମାନଙ୍କଠାରୁ ସୁରଂ (ପେଣ୍ଡମ୍ ଔଷଧ) ଆଣୁ ।

34
00:00:49,215 --> 00:00:49,716
ହଁ...ହଁ...

35
00:00:49,716 --> 00:00:50,842
ଗରମାନଙ୍କଠାରୁ ସୁରଂ ଆଣି

36
00:00:50,842 --> 00:00:51,801
ବାଟି,

37
00:00:52,218 --> 00:00:53,595
ଭାତରେ ମିଶାଉ ।

38
00:00:53,595 --> 00:00:54,179
ହଁ...ହଁ...

39
00:00:54,554 --> 00:00:56,931
ମିଶାଇଦେଇ...ରଖୁ ।

40
00:00:57,015 --> 00:00:57,640
ହଁ...ହଁ...

41
00:00:58,224 --> 00:01:00,477
ମିଶାଇବାର...ଗୋଟେ...ଆଠଦିନ ପରେ...

42
00:01:00,643 --> 00:01:01,269
ହଁ...

43
00:01:01,394 --> 00:01:02,145
ପାଣି ମିଶେଇଦେଉ ।

44
00:01:02,437 --> 00:01:02,896
ହଁ...ହଁ...ହଁ...

45
00:01:03,396 --> 00:01:05,064
ପାଣି ମିଶେଇ...ପିଉ ।

46
00:01:05,482 --> 00:01:06,649
ଚାଲୁଣିରେ?...

47
00:01:06,649 --> 00:01:07,484
ଛାଣିଦେଉ...

48
00:01:07,484 --> 00:01:08,151
ହଁ...

49
00:01:10,028 --> 00:01:12,405
କେତେ ବନ୍ଧୁବାନ୍ଧବ, ସାଙ୍ଗସାଥୀ...

50
00:01:12,405 --> 00:01:14,324
ଭାଇବନ୍ଧୁ, ଅତିଥି...

51
00:01:14,324 --> 00:01:14,908
ହଁ...ହଁ...

52
00:01:14,908 --> 00:01:16,367
ଆସିଲେ ଦେଉ ।

53
00:01:18,328 --> 00:01:23,625
ମା, ବାପା, ବନ୍ଧୁ ଓ କୁଟୁମ୍ବଙ୍କୁ ଅର୍ପଣ କଲି ।

54
00:01:24,375 --> 00:01:25,543
ମଇତ୍ର, ସାଙ୍ଗମାନଙ୍କୁ ଅର୍ପଣ କଲି ।

55
00:01:25,877 --> 00:01:27,587
<i>ଡମ୍</i>, <i>ଘାସୀ</i> ସଭିଏଁ ଯୋଗଦେଲେ ।

56
00:01:28,129 --> 00:01:29,214
ଆମେ ମାଟିକୁ ଅର୍ପଣ କରୁଛୁ ।

57
00:01:29,214 --> 00:01:34,886
(ପେଣ୍ଡମ୍ ପିଉଛନ୍ତି)

58
00:01:34,886 --> 00:01:35,929
ନେ ଭାଇ ଲୋକ, ପିଇ ।

59
00:01:36,095 --> 00:01:36,596
ଆଚ୍ଛା ହଉ

60
00:01:36,596 --> 00:01:37,263
ନେ ମଇତ୍ର ।

61
00:01:37,472 --> 00:01:38,640
ନେ ସାଙ୍ଗ...

62
00:01:38,640 --> 00:01:40,475
ତୁ ସାଙ୍ଗ...

63
00:01:40,934 --> 00:01:41,601
ହଉ...ହଉ...

64
00:01:41,601 --> 00:01:42,936
ଏଇଟା <i>ପେଣ୍ଡମ୍</i> (ହାଣ୍ଡିଆ) କି?

65
00:01:42,936 --> 00:01:43,853
ହଁ, ପେଣ୍ଡମ୍ ।

66
00:01:43,853 --> 00:01:44,938
କଣ <i>କାଙ୍କଡ଼ାଆଖି</i>(ଏକପ୍ରକାର ଧାନର ଭାତ)ରୁ ତିଆରି?

67
00:01:44,938 --> 00:01:47,607
<i>ସୁଆଁ</i>, <i>କାଙ୍କଡ଼ାଆଖି</I>, ମାଣ୍ଡିଆ ଆଦି ଶସ୍ୟରୁ ତିଆରି ।

68
00:01:47,607 --> 00:01:48,566
ସବୁ ମିଶାଇକରି?

69
00:01:48,566 --> 00:01:49,234
ସବୁ ମିଶାଇକରି ।

70
00:01:49,234 --> 00:01:49,859
ଆଚ୍ଛା...ଆଚ୍ଛା...ଆଚ୍ଛା...

71
00:01:49,859 --> 00:01:51,861
ତୁ ଏତେ ଦୂର ଜୟପୁର, କୋରାପୁଟରୁ ଆସିଛୁ ।

72
00:01:51,861 --> 00:01:52,737
ନେ, ପିଇ ।

73
00:01:52,946 --> 00:01:58,910
(ଅର୍ପଣ କରୁଛନ୍ତି) <i>ଓଁ ଜାଂ ଜାଂ ବୁଇଆଂ ତାବୁକ୍ ବା ଖୁଲମ୍ ସାଗିତିମ୍</i>

74
00:01:58,910 --> 00:02:00,328
<i>ସା ଆନି ବିବେଡ଼ନ୍ତା</i>

75
00:02:00,328 --> 00:02:00,870
ହଁ...

76
00:02:00,870 --> 00:02:01,746
ଧର, ପିଅ ।

77
00:02:01,955 --> 00:02:10,463
(ପେଣ୍ଡମ୍ ପିଉଛନ୍ତି)

78
00:02:10,630 --> 00:02:11,631
ବା, ଏଟା ମିଠା ।

79
00:02:11,923 --> 00:02:13,049
ଆଃ...ଭଲ ହେଇଥିଲା ।

80
00:02:13,383 --> 00:02:19,639
(ପିଉଛନ୍ତି)

81
00:02:19,848 --> 00:02:20,890
ଓଃ...ଓଃ...

82
00:02:21,558 --> 00:02:22,308
ନିଅ ଭାଇ...

83
00:02:23,977 --> 00:02:25,436
ଏଭଳି ସମସ୍ତଙ୍କ ଘରେ ହୁଏ...

84
00:02:25,436 --> 00:02:26,521
ସମସ୍ତଙ୍କ ଘରେ ପର୍ବ ହେଲେ

85
00:02:26,521 --> 00:02:28,898
ପର୍ବ କହିଲେ ପୁଷ୍ ପରବ୍ ।

86
00:02:29,274 --> 00:02:30,859
ମାଘ୍ ପରବ୍...ଏବେ ତ ପୁଷ୍ ପରବ୍ ସରିଲା ।

87
00:02:31,234 --> 00:02:31,901
ପୁଣି ମାଘ୍ ପରବ୍ ହେବ ।

88
00:02:32,610 --> 00:02:34,654
ଏଭଳି ମାଘ୍‌ଯାତ୍ରା ହେଲେ ବି ଏଭଳି ହୁଏ ।

89
00:02:35,321 --> 00:02:37,740
ସଏତ୍ (ଚୈତ୍ର) ପରବ୍‌ରେ ବି ଏମିତି (ପେଣ୍ଡମ୍) ହୁଏ ।

90
00:02:38,074 --> 00:02:40,869
ବନ୍ଧୁମୈତ୍ର ସମସ୍ତଙ୍କୁ ଦିଆହୁଏ ।

91
00:02:40,869 --> 00:02:42,996
ଯେଉଁଠି ଯେଉଁଠି ଗଲେ ପିଇବା ହୁଏ ।

92
00:02:43,621 --> 00:02:45,790
ନାଚ ବି ହୁଏ କି?

93
00:02:46,082 --> 00:02:47,584
ଆମର ନାହିଁ...ସରିଲାଣି ।

94
00:02:50,712 --> 00:02:53,506
ଗତକାଲି ପଅରଦିନ ଝାଟିଖେଳ ହୋଇଥିଲା ।

95
00:02:53,923 --> 00:02:56,467
ସଲପ ବାଡ଼ିରେ ଓଆଡ଼ିଂ (ପିଟାପିଟି) ହୁଏ ।

96
00:02:56,676 --> 00:02:57,969
ଦୁଇ ତିନି ଦିନ ହୁଏ ।

97
00:02:58,094 --> 00:02:58,469
ହୁଁ...ହୁଁ...

98
00:02:58,469 --> 00:02:59,178
ସରିଗଲା ।

99
00:02:59,178 --> 00:02:59,846
ହଁ...ହଁ...ହଁ...

100
00:03:00,179 --> 00:03:02,557
ପର୍ବ ସବୁ ଗାଁରେ ସରିଲା

101
00:03:02,557 --> 00:03:04,100
ନା ଆଉ କେଉଁ ଗାଁରେ ଅଛି?

102
00:03:04,100 --> 00:03:06,102
ବଡ଼ପଡ଼ାରେ ବାକି ଅଛି,

103
00:03:06,269 --> 00:03:07,228
ବଡ଼ବେଲରେ ବାକି ଅଛି,

104
00:03:07,228 --> 00:03:08,021
ଅଣ୍ଡରାହଲରେ ବାକି ଅଛି,

105
00:03:08,980 --> 00:03:09,856
ଡୁଙ୍ଗୁରିପଡ଼ାରେ ବାକି ଅଛି...

106
00:03:11,774 --> 00:03:12,817
କିସାପଡ଼ା, ସବୁ...

107
00:03:12,817 --> 00:03:14,861
ପ୍ରଥମେ ତମ ଗାଁ (ବନ୍ଧଗୁଡ଼ା)ରେ ହୁଏ କି?

108
00:03:14,861 --> 00:03:16,654
ମୁଦୁଲିପଡ଼ା, ଦାନ୍ତିପଡ଼ା,

109
00:03:17,071 --> 00:03:17,530
ବନ୍ଧଗୁଡ଼ା,

110
00:03:17,989 --> 00:03:18,823
କିର୍ସାନିପଡ଼ା,

111
00:03:19,490 --> 00:03:21,910
ବାଣ୍ଡିଗୁଡ଼ା, ବାଉଁଶପଡ଼ା—'ସବୁ ସର୍‌ଲା ସେଟା'

112
00:03:22,076 --> 00:03:22,702
ଓହୋ...

113
00:03:23,244 --> 00:03:23,703
ସରିଲା...

114
00:03:23,703 --> 00:03:26,205
ତମର ବୁଧବାର ଦିନ ହୁଏ?

115
00:03:26,331 --> 00:03:27,123
ଉଁ...ଉଁ...

116
00:03:27,248 --> 00:03:29,667
ସୋମ...ମଙ୍ଗଳବାର ପୂଜା କରୁଁ ।

117
00:03:29,918 --> 00:03:32,128
ବୁଧବାର ଦିନ ଓଆଡ଼ିଂ (ଝାଟିଖେଳ)...ଓଆଡ଼ିଂ...

118
00:03:32,128 --> 00:03:33,504
ଆଚ୍ଛା...ଆଚ୍ଛା...ଆଚ୍ଛା...

119
00:03:33,630 --> 00:03:34,672
<i>ଲୁଲୁସୁମ୍</i> (ମାଗି ଖାଇବା ପ୍ରଥା) କେବେ ହେଲା?

120
00:03:35,048 --> 00:03:35,590
ଗୁରୁବାର ଦିନ ।

121
00:03:35,965 --> 00:03:36,466
ଓହୋ ।

122
00:03:36,925 --> 00:03:38,927
ଆମେ ଦୁଆରୁ ଦୁଆର ଯାଉ ।

123
00:03:38,927 --> 00:03:40,178
କିଏ ଦେଲେ <i>ମାନେକ</i> (ପାତ୍ର) ଚାଉଳ ଦିଅନ୍ତି ।

124
00:03:40,470 --> 00:03:42,221
କିଏ ପଇସା ଦେଲେ ଦଶଟଙ୍କା ।

125
00:03:42,722 --> 00:03:44,057
ମୂଷା (ମାଂସ) ଥିଲେ ମୂଷା ।

126
00:03:44,265 --> 00:03:45,058
ଚଢ଼େଇ (ମାଂସ) ଥିଲେ ଚଢ଼େଇ ।

127
00:03:45,183 --> 00:03:45,683
ଓହୋ...ହଁ...

128
00:03:45,683 --> 00:03:46,976
ମୂଷା ଓ ଚଢ଼େଇ (ମାଂସ) ପୁରୁଷମାନଙ୍କୁ ଦିଅନ୍ତି ।

129
00:03:46,976 --> 00:03:48,436
ମହିଳାମାନଙ୍କୁ ୧୦ ଟଙ୍କା,

130
00:03:48,811 --> 00:03:49,312
ଆଉ <i>ମାନେକ</i> ଭରି ଶସ୍ୟ ।

131
00:03:49,562 --> 00:03:51,230
ସେତେବେଳେ <i>ଡୁମ୍ବା</i> ହୋଇ ବୁଲନ୍ତି କି?

132
00:03:51,439 --> 00:03:51,898
ଆଁ?

133
00:03:51,898 --> 00:03:52,482
<i>ଡୁମ୍ବା</i>?

134
00:03:53,316 --> 00:03:57,111
ଯେଉଁ ଘର ନୂଆ ବୋହୂ ଆସିଥିବ...

135
00:03:57,779 --> 00:04:00,239
ଯେଉଁ ଘର ନୂଆ ବୋହୂ ଆସିଥିବ...

136
00:04:00,365 --> 00:04:01,032
ହଁ...ହଁ...

137
00:04:01,115 --> 00:04:02,492
ପୁରୁଖାମାନେ ତାଙ୍କ ଘରକୁ ମାଂସ ମାଗିଯାଆନ୍ତି ।

138
00:04:02,700 --> 00:04:05,620
ସେ (ପୁରୁଖା)ମାନଙ୍କୁ <i>ସେଲିମାଙ୍ଗନି</i> କହନ୍ତି ।

139
00:04:06,204 --> 00:04:08,247
ମୂଷା (ମାଂସ) ଥିଲେ ମୂଷା

140
00:04:08,581 --> 00:04:08,915
ହଁ...

141
00:04:09,123 --> 00:04:10,833
ଜଣେ କିଛି ନଦେଲେ ସେ (ପୁରୁଖା)ମାନେ ଛାତ ଭାଙ୍ଗିପକେଇବେ!...

142
00:04:10,833 --> 00:04:12,627
..ଛାତ ଭାଙ୍ଗିପକେଇବେ ।

143
00:04:12,752 --> 00:04:13,503
ହଏ...ହଏ...ହଏ...ହଏ...

144
00:04:13,586 --> 00:04:16,422
ଦେହରେ ପାଉଁଶ ବୋଳି ହୋଇ
