1
00:00:01,292 --> 00:00:02,001
ଗୋବର୍ଦ୍ଧନ ପଣ୍ଡା: ତୋ ନା?

2
00:00:02,210 --> 00:00:03,086
ସୁକ୍ରା ଧାଙ୍ଗଡ଼ାମାଝି

3
00:00:03,169 --> 00:00:03,545
ଆଚ୍ଛା...

4
00:00:03,628 --> 00:00:04,337
ମୁଁ <i>ଡିସାରୀ</i> (ଦିସାରୀ)

5
00:00:04,337 --> 00:00:04,963
<i>ଡିସାରି</i> (ଦିସାରୀ)

6
00:00:04,963 --> 00:00:05,338
ହୁଁ...

7
00:00:05,755 --> 00:00:07,090
ତୁ କଣ କଣ କରୁ?

8
00:00:07,257 --> 00:00:09,134
ଜର ହେଲେ ମୁଁ ହିଁ...

9
00:00:09,134 --> 00:00:10,009
ଆଖି ବଥାକୁ ମୁଁ ହିଁ...

10
00:00:10,009 --> 00:00:11,010
ମୁଣ୍ଡବଥାକୁ ମୁଁ ହିଁ...

11
00:00:11,010 --> 00:00:11,803
ହଁ...ହଁ...ହଁ... 

12
00:00:12,053 --> 00:00:12,595
ହଁ...

13
00:00:12,595 --> 00:00:14,139
ଦେହରୁ କଣ ଥିଲେ ବାହାର କରିଦେବାକୁ ମୁଁ ହିଁ

14
00:00:14,139 --> 00:00:14,723
ସର୍ଦ୍ଦିକୁ ମୁଁ ହିଁ...

15
00:00:14,931 --> 00:00:16,766
ଆଚ୍ଛା...ସବୁ ଲୋକ...କିଛି ଅସୁବିଧା ହେଲେ...

16
00:00:16,766 --> 00:00:17,308
..ମୁଁ ଅଛି...

17
00:00:17,308 --> 00:00:18,017
..ତୋ ପାଖକୁ ଆସନ୍ତି...

18
00:00:18,017 --> 00:00:19,185
..ମୋ ପାଖକୁ ଦଉଡ଼ି ଆସନ୍ତି...

19
00:00:19,352 --> 00:00:20,061
..ଚେରମୂଳି ଔଷଧ...

20
00:00:20,061 --> 00:00:20,729
..ମୁଁ ଦିଏ ।

21
00:00:20,937 --> 00:00:21,563
ଜର...ଦେଖ ଏଠି...

22
00:00:21,563 --> 00:00:22,147
..ତୁ ଦେଉ...

23
00:00:22,188 --> 00:00:22,605
..ଏଠି ଦେଖ...

24
00:00:22,689 --> 00:00:23,356
ହୁଁ... ହୁଁ... ହୁଁ... 

25
00:00:23,648 --> 00:00:24,899
ଔଷଧ ରଖିଚୁ...

26
00:00:24,899 --> 00:00:26,317
(ଧାଙ୍ଗଡ଼ାମାଝି ଔଷଧବାକ୍ସ ଖୋଲୁଛନ୍ତି)

27
00:00:26,317 --> 00:00:28,278
ହଁ...ହଁ...ହଁ... 

28
00:00:28,611 --> 00:00:30,363
ମୁଁ ସମସ୍ତଙ୍କ ପାଇଁ ଔଷଧ ରଖିଛି ।

29
00:00:30,363 --> 00:00:31,406
ପଟା-ପାଞ୍ଜି?

30
00:00:31,406 --> 00:00:32,449
ପାଟା (ପଟା)-ପାଞ୍ଜି ଦେଖିବା ପାଇଁ...

31
00:00:32,449 --> 00:00:33,408
ଆଚ୍ଛା...ଆଚ୍ଛା...ଆଚ୍ଛା...

32
00:00:33,408 --> 00:00:35,577
ଚାଉଳ ସହ ପାଞ୍ଜି ଦେଖେ ।

33
00:00:35,577 --> 00:00:36,703
ହଳଦୀ ମିଶା ଚାଉଳ ପାଣି...ଚାଉଳ ପାଣି ସାଙ୍ଗରେ...

34
00:00:36,703 --> 00:00:37,662
ଓ...ଆଚ୍ଛା...

35
00:00:37,662 --> 00:00:38,204
ହୁଁ...

36
00:00:38,204 --> 00:00:39,456
ଚାଉଳମିଶା ଚାଉଳପାଣି...

37
00:00:39,456 --> 00:00:41,166
..ଚାଉଳମିଶା ଚାଉଳପାଣିରୁ ଜାଣେ ।

38
00:00:41,624 --> 00:00:44,127
'ତା'ପରେ' ମୁଁ ଦେହରୁ ବାହାରକରେ ।

39
00:00:44,586 --> 00:00:47,297
ହଁ... ଆଉ କଣ କଣ ଥିଲେ ବାହାର କରିଦେଉ...

40
00:00:47,297 --> 00:00:48,673
..ହଁ ବାହାର କରିଦିଏ...ବାହାର କରିଦିଏ ।

41
00:00:48,798 --> 00:00:49,924
ରୋଗୀ ଦେହରୁ କଣ କଣ ବାହାରେ କି?

42
00:00:50,175 --> 00:00:50,467
କଣ ବାହାରେ!

43
00:00:50,467 --> 00:00:51,634
ପଥର ବାହାରିବ କି!

44
00:00:51,634 --> 00:00:52,510
କଣ ବାହାରିବ କି!

45
00:00:52,510 --> 00:00:54,012
ଦୁନିଆ ପ୍ରକାରର ଜିନିଷ ବାହାରେ!

46
00:00:54,846 --> 00:00:55,472
ଆଚ୍ଛା ।

47
00:00:55,889 --> 00:00:58,516
ବାଳ...ହାଡ଼ ବାହାରେ କି?

48
00:00:58,516 --> 00:01:00,643
କିଏ ପଠେଇଥିଲେ...

49
00:01:00,643 --> 00:01:03,980
..ପବନ (ଗୁଣିଗାରେଡ଼ି) ବିନ୍ଧିଥିଲେ ପଥର ବାହାରେ ।

50
00:01:04,189 --> 00:01:04,689
ହଁ...ହଁ... 

51
00:01:04,898 --> 00:01:06,941
ମୁଁ ମୁଣ୍ଡବଥା ଭଲକରେ ।

52
00:01:07,150 --> 00:01:07,609
ହଁ...ହଁ... 

53
00:01:07,609 --> 00:01:09,360
ମୁଁ  ଆଣ୍ଠୁବଥା ଭଲକରେ ।

54
00:01:09,694 --> 00:01:11,196
ମୁଁ ଔଷଧ ମାରି ମାଲିସ କରେ ।

55
00:01:11,196 --> 00:01:11,863
ମାଲିସକରେ...

56
00:01:12,030 --> 00:01:12,906
ଓହୋ...

57
00:01:13,406 --> 00:01:14,949
ଚେରମୂଳି ଔଷଧ?

58
00:01:14,949 --> 00:01:16,075
'ନି-ନା, ସେରମୂଲ୍' (ନାଇଁ, କେବଳ ଚେରମୂଳ) ଆଜ୍ଞା

59
00:01:16,326 --> 00:01:16,951
ହଁ...ହଁ... 

60
00:01:17,076 --> 00:01:18,536
'ସେର୍‌ମୂଲ୍ ଏକା ଏଇଟା' (ଏଇଟା କେବଳ ଚେରମୂଳି)

61
00:01:18,912 --> 00:01:19,954
'ଯେମତିଟା ମୋର୍'...

62
00:01:19,954 --> 00:01:20,830
ଆଚ୍ଛା...ଆଚ୍ଛା...

63
00:01:21,873 --> 00:01:26,252
ସେସବୁ କଣ କଣ ପୂଜା କେମିତି?...

64
00:01:26,252 --> 00:01:29,297
ପୂଜା ବୋଇଲେ...କିଏ କଣ ତନ୍ତ୍ର କରିଥିଲେ...

65
00:01:29,422 --> 00:01:31,466
'ତା'ପରେ' ମୁଁ 'ଦୁନିଆ ସାରା' ଲୋକଙ୍କ ପାଇଁ ।

66
00:01:31,758 --> 00:01:32,550
'ନଇଡ଼ା ଫୁଟାଇଥି' (ନଡ଼ିଆ ଫଟାଏ) ।

67
00:01:32,550 --> 00:01:33,176
ଆଚ୍ଛା...ଆଚ୍ଛା...

68
00:01:33,468 --> 00:01:34,594
ସେମାନଙ୍କ ପାଇଁ, ଗାଁ ଲୋକଙ୍କ (ପାଇଁ)...

69
00:01:34,594 --> 00:01:35,345
ଗାଁ ଲୋକଙ୍କ ପାଇଁ...

70
00:01:35,345 --> 00:01:36,596
ଗାଁ ଲୋକମାନେ...

71
00:01:36,596 --> 00:01:37,597
ସମସ୍ତଙ୍କ ପାଇଁ...

72
00:01:37,722 --> 00:01:38,223
ବଞ୍ଚେଇବା ପାଇଁ...

73
00:01:38,431 --> 00:01:39,724
ଭଲ ଫସଲ ହେବ,...

74
00:01:39,724 --> 00:01:42,435
..ଗାଈଗୋରୁ ଭଲରେ ରହିବେ, ଗାଁ ଲୋକେ ଭଲରେ ରହିବେ...


75
00:01:42,685 --> 00:01:45,730
ଗାଈ ଗୋରୁ, ପୋଢ଼, ଛେଳିସବୁଙ୍କ ଭଲ ପାଇଁ...


76
00:01:46,064 --> 00:01:48,149
ତା'ପରେ ମୁଁ ସେଇଟା ପରୀକ୍ଷା କରେ ।

77
00:01:48,483 --> 00:01:49,859
ମୁଁ ସ୍ୱପ୍ନରେ ଦେଖେ...

78
00:01:49,984 --> 00:01:50,568
ଆଚ୍ଛା...

79
00:01:50,652 --> 00:01:51,194
..(ଚେରମୂଳି) ଔଷଧ...

80
00:01:51,194 --> 00:01:51,945
ହଁ...ହଁ...

81
00:01:52,612 --> 00:01:53,363
ହଁ, ତୋ ସ୍ୱପ୍ନରେ [ପାଟଖଣ୍ଡା] ଆସନ୍ତି...

82
00:01:53,363 --> 00:01:54,030
ହଁ...

83
00:01:54,030 --> 00:01:55,198
ତୋ ବାପା ବି ଏଇଆ କରୁଥିଲେ...

84
00:01:55,198 --> 00:01:55,698
ହଁ...

85
00:01:55,698 --> 00:01:56,908
ଏବେ ତୁ କରୁଚୁ...

86
00:01:56,991 --> 00:01:57,617
ହଁ...

87
00:01:57,617 --> 00:01:59,452
ଓହୋ, କେଉଁ କେଉଁ ଗାଁଲୋକେ ତୋତେ ଭେଟିବାକୁ ଆସନ୍ତି?

88
00:01:59,452 --> 00:02:00,578
ନା...ଦୁନିଆ ଯାକର ଗାଁଲୋକ...

89
00:02:00,703 --> 00:02:01,246
ଓହୋ...

90
00:02:01,704 --> 00:02:02,372
ପଡ଼େଇଗୁଡ଼ା (ଗାଁଲୋକେ) ଆସନ୍ତି...

91
00:02:02,372 --> 00:02:03,081
ମୁନାଙ୍ଗମ (ଗାଁଲୋକେ) ଆସନ୍ତି...

92
00:02:03,081 --> 00:02:03,790
ବନ୍ଧଗୁଡ଼ା (ଗାଁଲୋକେ) ଆସନ୍ତି...

93
00:02:03,790 --> 00:02:04,499
ସିଳେଇଗୁଡ଼ା (ଗାଁଲୋକେ) ଆସନ୍ତି...

94
00:02:04,958 --> 00:02:07,502
ମୁଁ ନଗଦ ତଳଆଡ଼େ ଯାଇଥିଲି..

95
00:02:08,127 --> 00:02:10,171
ଗୁଣ୍ଡରାନେ...

96
00:02:10,171 --> 00:02:11,381
ମୁଁ ଗୁଣ୍ଡରାନେ (ବଡ଼ପଡ଼ା ଗାଁ) ଯାଇଥିଲି...

97
00:02:11,506 --> 00:02:12,882
(ପଟାକୁ ଦେଖାଇ) ପୂଜା ପାଇଁ ମୁଁ ଏଇଟା ନେଇଯାଏ .

98
00:02:12,882 --> 00:02:13,299
ହଁ...ହଁ...

99
00:02:13,299 --> 00:02:14,259
ଏବେ ନେଇଥିଲି...ଆସିଲି...

100
00:02:14,259 --> 00:02:15,218
ଆଚ୍ଛା...ଆଚ୍ଛା...ଆଚ୍ଛା...

101
00:02:16,010 --> 00:02:17,637
ଯେଉଁମାନଙ୍କର ଧାଙ୍ଗଡ଼ାମାଝି ସାଙ୍ଗିଆ ଅଛି...

102
00:02:17,637 --> 00:02:18,137
ନା...

103
00:02:18,137 --> 00:02:19,180
..ଡିସାରି ହୁଅନ୍ତି କି?

104
00:02:19,180 --> 00:02:19,681
ନା...

105
00:02:20,223 --> 00:02:21,558
ପୁଅ କରିବ ନାହିଁ କି?...

106
00:02:21,558 --> 00:02:22,016
ହଁ...

107
00:02:22,016 --> 00:02:22,934
ପୁଅ କରିବ ନାହିଁ କି?...

108
00:02:23,393 --> 00:02:25,770
ମୋ ବାପା ଶୁଣିଥିଲେ ଯେ...

109
00:02:25,770 --> 00:02:26,354
ହଁ...

110
00:02:26,354 --> 00:02:28,231
ମୋତେ ସପନେଇଲା...

111
00:02:28,231 --> 00:02:28,690
ହଁ...

112
00:02:28,690 --> 00:02:29,566
ନିଜେ କିଛି କରିନି...

113
00:02:30,191 --> 00:02:32,485
ଏଇଟା ଗାଇଦେଲି...ସେଇଟା ଗାଇଦେଲି...ଏଇଟା ଗାଇଦେଲି...

114
00:02:32,902 --> 00:02:34,362
ମୁଁ ପାଞ୍ଜି ଦେଖିବି, ହାତ ଦେଖିବି..

115
00:02:34,362 --> 00:02:36,239
ପେଟରୁ ବାହାରକରେ...ଦେହରୁ ବାହାରକରେ...

116
00:02:36,489 --> 00:02:38,616
ମୋତେ ସ୍ୱପ୍ନରେ କୁହାଗଲା...

117
00:02:38,616 --> 00:02:39,242
..ସ୍ୱପ୍ନରେ ।

118
00:02:39,450 --> 00:02:39,993
ସ୍ୱପ୍ନରେ କୁହାଗଲା...

119
00:02:39,993 --> 00:02:40,910
ଓହୋ...

120
00:02:40,910 --> 00:02:42,120
ଓହୋ...ମା'ପୁରୁ...

121
00:02:42,120 --> 00:02:43,246
ମା'ପୁରୁ...ଭଗବାନ...ସ୍ୱପ୍ନରେ କହିଲା ।

122
00:02:43,454 --> 00:02:44,122
ସ୍ୱପ୍ନରେ ଉଭାହେଲେ ।

123
00:02:44,455 --> 00:02:45,665
ମୁଁ ନିଦରେ ଶୋଇଥିଲି ।

124
00:02:45,707 --> 00:02:46,416
ହଁ...ହଁ...

125
00:02:46,583 --> 00:02:47,709
ତୁ ହିଁ କର ବୋଲି...

126
00:02:47,709 --> 00:02:48,251
..ମୋତେ (ଆଦେଶ) ଦେଲା...

127
00:02:48,251 --> 00:02:49,168
ମା'ପୁରୁ...

128
00:02:49,168 --> 00:02:49,919
କହିଛି...

129
00:02:49,919 --> 00:02:50,378
ସେଇ ହେଲା କଥା...

130
00:02:50,378 --> 00:02:52,547
ଭଲ...ଭଲ...ଆଖପାଖର ଲୋକଙ୍କ ହିତ ପାଇଁ...

131
00:02:52,547 --> 00:02:53,298
ତାଙ୍କ ସୁବିଧା ପାଇଁ...

132
00:02:53,298 --> 00:02:53,840
ହଁ...ସୁବିଧା...

133
00:02:53,840 --> 00:02:55,133
ମୋ ବିନା ଗାଁଲୋକେ ମରିଯାଇଥାନ୍ତେ ।

134
00:02:55,133 --> 00:02:55,842
ହଁ...

135
00:02:56,175 --> 00:02:56,885
ସେଇ ହେଲା କଥା ।

136
00:02:56,885 --> 00:02:58,094
ଠିକ...ଠିକ...

137
00:02:58,094 --> 00:03:00,555
ଗୁଣ୍ଡରାନେ (ବଡ଼ପଡ଼ା) ଲୋକେ ମୋତେ ଡାକିଥିଲେ ।

138
00:03:00,555 --> 00:03:01,890
ଆଚ୍ଛା...

139
00:03:01,890 --> 00:03:03,766
ହଁ...ହଁ...ହଁ...ହଁ...

140
00:03:04,100 --> 00:03:05,184
କଣ କଣ ହେଲେ ଆସନ୍ତି...

141
00:03:05,184 --> 00:03:06,227
ଗତବର୍ଷ...

142
00:03:06,311 --> 00:03:06,936
ହଁ...

143
00:03:06,936 --> 00:03:07,687
ସେଇଟା ତ...

144
00:03:08,354 --> 00:03:09,606
ମଦ, ସାପୁଙ୍ ଆଉ କଣ କଣ..

145
00:03:09,606 --> 00:03:10,440
ହଁ...ମଦ...

146
00:03:11,065 --> 00:03:12,650
ପୁଅ...

147
00:03:12,650 --> 00:03:13,860
ଅଣ୍ଡା ସହ ପୂଜା କର କି?

148
00:03:14,819 --> 00:03:16,738
ଅଣ୍ଡା...'ଛାଡ଼ ଆଜ୍ଞା'...ଅଣ୍ଡା...'ଛାଡ଼ ଆଜ୍ଞା' ।

149
00:03:16,988 --> 00:03:17,947
'ବଇଲେ ପୂଜା କଲା ବେଲେ (ପୂଜା କଲା ବେଳେ)

150
00:03:17,947 --> 00:03:18,781
ନଡ଼ିଆ, ଫୁଲ୍ (ଫୁଲ),

151
00:03:19,365 --> 00:03:20,408
ସିନ୍ଦୂର ଗୁଲ୍ (-ଗୁଡ଼ା)...

152
00:03:20,408 --> 00:03:20,825
ହଁ...

153
00:03:20,825 --> 00:03:21,367
..ଦରିକିନା (ଧରିକି)...

154
00:03:21,784 --> 00:03:22,952
..ଧୋତି 'ମାରିକିନା ବୁଲ୍‌ବି' (ପିନ୍ଧି ବୁଲିବି) ।

155
00:03:23,036 --> 00:03:23,870
ଓହୋ...ହଁ...

156
00:03:24,120 --> 00:03:25,747
ଧୋତି 'ମାର୍‌ଲେ ପୂଜା କର୍‌ସି' (ପିନ୍ଧିଲି ମାନେ ପୂଜା କରୁଛି) ।

157
00:03:26,122 --> 00:03:27,248
'ଭଗବାନ...ଦୁଆରେ...'

158
00:03:27,248 --> 00:03:28,082
ଆଚ୍ଛା...ଆଚ୍ଛା...

159
00:03:28,082 --> 00:03:28,499
'ସେଇଟା'

160
00:03:30,168 --> 00:03:30,960
'ସେଇଟା ଏକାନା' (ସେଇଟା ଏକା)...

161
00:03:31,085 --> 00:03:31,878
ଗାଁର ଡିସାରି...

162
00:03:32,086 --> 00:03:33,421
ହଁ...ଗାଁର ଡିସାରି ।

163
00:03:33,671 --> 00:03:34,589
'ଭଗବାନ ନାଁରେ'...

164
00:03:35,006 --> 00:03:36,883
ଭଗବାନ ସପନେଇଛନ୍ତି...

165
00:03:37,050 --> 00:03:38,927
ସପନେଇଥିବାରୁ

166
00:03:38,927 --> 00:03:40,970
ମୋର କାମ ଚାଲିଛି ।

167
00:03:41,304 --> 00:03:45,600
ମୁଁ ନଥିଲେ ଏ ଅଞ୍ଚଳର ଲୋକ ବଞ୍ଚିନଥାନ୍ତେ...

168
00:03:45,600 --> 00:03:46,476
'ହେଲା?' ହଁ...

169
00:03:46,726 --> 00:03:48,519
ମୁଁ ଏ ଔଷଧ ଦିଏ, ସେ ଔଷଧ ଦିଏ...

170
00:03:48,853 --> 00:03:50,813
ହାତ ଦେଖୁଛି, ପାଞ୍ଜି ଦେଖୁଛି..

171
00:03:51,272 --> 00:03:53,942
ଗାଁରେ ସମସ୍ତେ ସୁଖ ଶାନ୍ତିରେ ଅଛନ୍ତି ।

172
00:03:54,859 --> 00:03:55,693
ଠିକ...ହୁଁ...

173
00:03:56,152 --> 00:03:56,945
ସେଇଟା ଏକା...
