1
00:32:12,055 --> 00:32:13,222
ମଙ୍ଗଳ ସିଂକୁ: ଆମ ହୋ ସମାଜରେ

2
00:32:14,349 --> 00:32:16,559
ଗୁଆଁବୁଙ୍ଗାର ପରମ୍ପରା ରହିଛି ।

3
00:32:16,851 --> 00:32:19,312
ଆଉ ଏହି ଗୁଆଁବୁଙ୍ଗା ହେଉଛି,

4
00:32:19,312 --> 00:32:21,939
ହୋ ଘରେ,

5
00:32:22,148 --> 00:32:22,857
ଗୁଆଁ କହିଲେ...

6
00:32:22,857 --> 00:32:24,484
ଗାଈଗୋରୁ ରହୁଥିବା ଗୁହାଳ

7
00:32:25,109 --> 00:32:26,235
..ଆଉ ବନ୍ଧାହୁଅନ୍ତି...

8
00:32:26,235 --> 00:32:28,154
ଏହାକୁ ହିଁ ଗୁଆଁ କହନ୍ତି ।

9
00:32:28,571 --> 00:32:30,907
ଗୁହାଳରେ ହେଉଥିବା ପୂଜାକୁ ହିଁ ଗୁଆଁବୁଙ୍ଗା କହନ୍ତି ।

10
00:32:31,407 --> 00:32:33,576
ଗୁଆଁବୁଙ୍ଗା ଏହି ଭଳି ହୁଏ...

11
00:32:34,077 --> 00:32:35,161
ଘରର ମୁରବୀ,

12
00:32:36,621 --> 00:32:38,623
ସକାଳେ ଗାଧୋଇ ସାରି,

13
00:32:39,415 --> 00:32:40,958
ନୂଆ ଧୋତି,

14
00:32:41,334 --> 00:32:43,795
ନୂଆ ବସ୍ତ୍ର...ପିନ୍ଧି,

15
00:32:44,587 --> 00:32:48,049
ଗୁହାଳକୁ ସଫାସୁତୁରା କରି,

16
00:32:48,633 --> 00:32:51,886
ପୂଜା କରିବା ସ୍ଥାନଟିରେ ଗୋବର ଲେପନ କରନ୍ତି ।

17
00:32:52,428 --> 00:32:53,471
ଗୋବରରେ ଲିପିବା ପରେ

18
00:32:54,263 --> 00:32:56,516
ସେଠି ସିନ୍ଦୂର, ଚାଉଳ,

19
00:32:57,350 --> 00:32:58,851
ଏକାଠି କରି ପୂଜାକରନ୍ତି ।

20
00:32:59,519 --> 00:33:02,980
ଆଉ ତା ସହିତ କୁକୁଡ଼ା ପୂଜା କରନ୍ତି ।

21
00:33:04,524 --> 00:33:07,568
ଆଉ ଗାଈଗୋରୁଙ୍କୁ

22
00:33:09,362 --> 00:33:12,699
ଗୁହାଳରୁ ବାହାର କରିଦିଆଯାଇଥାଏ ।

23
00:33:13,157 --> 00:33:14,909
ତା'ପରେ ସେ ପୂଜାପାଠ ଆରମ୍ଭ କରନ୍ତି ।

24
00:33:15,493 --> 00:33:18,162
ଆଉ ତା' ସହିତ

25
00:33:18,579 --> 00:33:22,750
ଘରର ଦେବଦେବୀଙ୍କ ପାଖେ ବନ୍ଦନା ମଧ୍ୟ କରନ୍ତି ।

26
00:33:23,334 --> 00:33:24,919
ଆଉ ଏଥି ପାଇଁ ପୂଜା କରନ୍ତି ଯେ...

27
00:33:24,919 --> 00:33:29,757
ସେଠି...ଗୁହାଳ...ଶୁଦ୍ଧ ରହୁ ।

28
00:33:30,007 --> 00:33:31,634
ପବିତ୍ର ରହୁ ବୋଲି ପୂଜା କରନ୍ତି ।

29
00:33:48,276 --> 00:33:49,235
ଗୁଆଁବୁଙ୍ଗାରେ

30
00:33:49,569 --> 00:33:51,904
ଘରର ମୁରବୀ ସେଥି ପାଇଁ ପୂଜନ୍ତି

31
00:33:52,572 --> 00:33:54,615
ଯେ ବର୍ଷ ଯାକ ଆମେ...

32
00:33:55,408 --> 00:33:58,286
ଗୋରୁ ଗାଈମାନେ [ଚାଷ] କାମରେ ସାହାଯ୍ୟ କରନ୍ତି ।

33
00:33:58,661 --> 00:34:00,705
ଆମ ପାଇଟିରେ ଲଗେଇଥାଉ ।

34
00:34:01,122 --> 00:34:03,958
ସେଥି ପାଇଁ ସୁରକ୍ଷା ଲାଗି

35
00:34:04,375 --> 00:34:10,298
ଗାଁର <i>ଦେସାଉଲି</i> (ଦେହୁରୀ) ଗୁଆଁବୁଙ୍ଗା, ବୁରୁବୁଙ୍ଗାଙ୍କ...

36
00:34:10,715 --> 00:34:12,091
..ପାଖରେ ହାରିଗୁହାରି କରନ୍ତି ।

37
00:34:12,467 --> 00:34:15,011
ଯେ ବର୍ଷଯାକ ଆମେ କାମରେ ଲଗେଇଲୁ,

38
00:34:15,470 --> 00:34:18,347
ଖଟେଇଲୁ...କାମରେ ଖଟେଇଲୁ ।

39
00:34:18,347 --> 00:34:21,642
ସେମାନେ ବଣ, ନଦୀ, ଖାଲ [ପାଖେ ଚରିଲେ] ।

40
00:34:22,351 --> 00:34:25,438
ଓ ଯୁଆଡ଼େ ସେମାନେ ଚରିବାକୁ ଗଲେ

41
00:34:25,897 --> 00:34:27,899
ସେତେବେଳେ ଝୁଣ୍ଟିନପଡ଼ନ୍ତୁ!

42
00:34:28,357 --> 00:34:30,318
ଜଙ୍ଗଲରେ <i>ବାଗେୟା</i> ନ ଲୁଚାନ୍ତୁ!

43
00:34:31,569 --> 00:34:34,197
ଆଉ ବାଘ ଭାଲୁ ନ ଖାଆନ୍ତୁ!

44
00:34:34,739 --> 00:34:36,783
ଏହା ଛଡ଼ା

45
00:34:36,908 --> 00:34:39,911
ତାଙ୍କର ବର୍ଷଯାକ ବାଛୁରି ଜନ୍ମହେଉଥାନ୍ତୁ ।

46
00:34:40,787 --> 00:34:46,626
ଆଉ ଭଲରେ ରହନ୍ତୁ, ରୋଗାକ୍ରାନ୍ତ ନ ହୁଅନ୍ତୁ!

47
00:34:47,335 --> 00:34:49,796
ଟିଙ୍କ ତାଙ୍କ ଦେହରେ ନ ଲାଗନ୍ତୁ କଙ୍କଡ଼ାବିଛା ନ କାମୁଡ଼ନ୍ତୁ!

48
00:34:50,296 --> 00:34:53,800
ତେଣୁ ବୁରୁବୁଙ୍ଗାଙ୍କ ପାଖରେ

49
00:34:54,675 --> 00:35:01,182
ଆଉ ଗୁଆଁବୁଙ୍ଗା, ଆଉ ମାରାଙ୍ଗ୍‌ବୁଙ୍ଗା ପାଖେ ସେ (ମୁରବୀ) ହାରିଗୁହାରି କରନ୍ତି ।

50
00:35:01,599 --> 00:35:02,975
ଦେବଦେବୀ ଏହା ଶୁଣନ୍ତି ।

51
00:35:03,434 --> 00:35:04,936
ବର୍ଷ ଯାକ ତା'ପରେ

52
00:35:06,604 --> 00:35:11,317
ଦେବଦେବୀଙ୍କ କୃପାରୁ ସେମାନେ ଭଲରେ ରହନ୍ତି ।
