1
00:00:00,458 --> 00:00:08,758
(ରାମା ସିଂ ଓ ସାଥି <i>ଦାମା</i> ଓ <i>ଦୁମାଂ</i> ବାଜା ବଜଉଛନ୍ତି)

2
00:00:08,883 --> 00:00:11,177
(ଅସ୍ପଷ୍ଟ କଥାବାର୍ତ୍ତା)

3
00:00:11,177 --> 00:00:13,722
ଲଳିତ ସିଂ ବାନରା: ଆଚ୍ଛା ଆପଣନଙ୍କ ନାଁ କଣ?

4
00:00:14,013 --> 00:00:15,515
ରାମାଇ ସିଂ: ରାମାଇ ସିଂ ।

5
00:00:15,515 --> 00:00:16,516
ଗାଁ?

6
00:00:16,516 --> 00:00:17,308
କେଶପଡା ।

7
00:00:17,308 --> 00:00:18,143
କେଶପଡା ।

8
00:00:18,143 --> 00:00:21,855
ଆଚ୍ଛା, ଏହାକୁ ହୋ ଭାଷାରେ କ’ଣ କୁହାଯାଏ?

9
00:00:21,855 --> 00:00:23,606
ଏଇଟା ହୋରେ?

10
00:00:23,606 --> 00:00:28,528
ଉଁ...ହୋରେ ଏହାକୁ <i>ଦାମା</i> କୁହାଯାଏ ।

11
00:00:28,611 --> 00:00:29,487
<i>ଦୁମାଙ୍ଗ</i>।

12
00:00:29,487 --> 00:00:30,238
ଦୁମାଙ୍ଗ କୁହନ୍ତି ।

13
00:00:30,238 --> 00:00:30,822
ହଁ ।

14
00:00:30,905 --> 00:00:33,491
ହଉ...ତୁମେ ବର୍ତ୍ତମାନ ଯେଉଁ ତାଳ ବଜେଇଲ

15
00:00:33,491 --> 00:00:34,909
ସେଇଟା କେଉଁ ପର୍ବର?

16
00:00:35,118 --> 00:00:36,411
ଏବେ ଆମର ମାଗେ ପରବ୍ ଚାଲିଛି...

17
00:00:36,536 --> 00:00:39,497
ସମାଜର ସ୍ୱର ବଜେଇଲୁ ।

18
00:00:39,497 --> 00:00:39,831
ଉଁ...

19
00:00:39,831 --> 00:00:42,125
ତୁମେ ଯେଉଁ ସ୍ୱର ବିଷୟରେ କହିଲ

20
00:00:42,125 --> 00:00:43,668
ଉଁ...ସେଇଟା କେବେ ବଜାହୁଏ?

21
00:00:43,793 --> 00:00:46,713
ଏଇଟା ଯେତେ ବେଳେ ମାଗେ ପରବ ଆସିବ ।

22
00:00:46,921 --> 00:00:49,924
<i>ମାଗେ ବୋଙ୍ଗା</i> ସମୟରେ ଯାଉ ।

23
00:00:49,924 --> 00:00:52,260
ପରେ, ତାଙ୍କୁ ଗାଧୋଇବାକୁ ନେଉ ।

24
00:00:52,552 --> 00:00:55,513
ଆଜିକାଲି କିଛି ଭୁଲ କରୁଛନ୍ତି...ଏଟା...କ୍ଷମା...

25
00:00:55,513 --> 00:01:00,477
ହଁ...ପୂଜା ଆରମ୍ଭ ହେଲେ ଏହି ସ୍ୱର ବଜାଯାଏ ।

26
00:01:00,477 --> 00:01:01,394
ହଁ...ହଁ...

27
00:01:01,519 --> 00:01:04,397
ତେଣୁ ବୁଢ଼ାମାନେ ସବୁ ନାଚନ୍ତି ।

28
00:01:04,397 --> 00:01:05,273
ଅାଚ୍ଛା...

29
00:01:05,273 --> 00:01:07,609
ଏ ମାଗେ ପରବ ପରେ ଏ ସୁର

30
00:01:07,609 --> 00:01:08,943
କେଉଁ ପର୍ବରେ ଏହା ବଜାହୋଇପାରିବ?

31
00:01:08,943 --> 00:01:09,360
ହଁ...

32
00:01:09,778 --> 00:01:10,236
..ନା ନାହିଁ

33
00:01:10,320 --> 00:01:11,029
ହଁ...ହଁ...

34
00:01:11,321 --> 00:01:11,946
ନାହିଁ...ନାହିଁ...

35
00:01:11,946 --> 00:01:13,072
ମାଗେ ପର୍ବ ପରେ ବଜେଇ ପାରିବେନାହିଁ ।

36
00:01:13,072 --> 00:01:13,907
ଏହି...ଏହି...

37
00:01:13,907 --> 00:01:15,658
ଏହି...ଏହି ତାଳରେ...

38
00:01:15,658 --> 00:01:18,369
..ଏହା କେବଳ ମାଗେ ପର୍ବରେ ହିଁ ବଜାଯାଏ ।

39
00:01:18,369 --> 00:01:18,870
ଅାଚ୍ଛା...

40
00:01:18,870 --> 00:01:22,040
ଏଇଟା କେମିତି ତିଆରି କର?

41
00:01:22,081 --> 00:01:23,208
ଏଇଟା...

42
00:01:23,249 --> 00:01:24,375
ତୁମେ ତିଆରି କର ନା

43
00:01:24,375 --> 00:01:25,877
ତିଆରି କରାଅ?

44
00:01:26,002 --> 00:01:27,796
ମିସ୍ତ୍ରୀ କରେ ।

45
00:01:27,837 --> 00:01:29,589
କେମିତି ମିସ୍ତ୍ରୀ?

46
00:01:29,881 --> 00:01:30,840
ମୋଚି ।

47
00:01:30,840 --> 00:01:31,424
(ଅସ୍ପଷ୍ଟ ପ୍ରଚ୍ଛଦ ଶବ୍ଦ)

48
00:01:31,424 --> 00:01:32,383
ମୋଚି ମାନେ ତିଆରି କରନ୍ତି ।

49
00:01:32,926 --> 00:01:33,426
ଟିକିଏ ରୁହ...

50
00:01:33,551 --> 00:01:37,180
ଏଇ ଯେଉଁ ତମେ ଦେଖଉଛ

51
00:01:37,263 --> 00:01:38,640
ଏହା କେଉଁ ପଶୁର ଚମଡ଼ାରୁ ତିଆରି

52
00:01:38,640 --> 00:01:39,641
ବା ଏହା କେଉଁଥିରେ ତିଆରି ହୋଇଛି?

53
00:01:39,641 --> 00:01:41,226
ଏହା ଆମର (ପଶୁମାନଙ୍କଠାରୁ)

54
00:01:41,226 --> 00:01:42,936
ଯାହାକୁ ଆମେ ପାଳୁ (ଗାଈ)

55
00:01:42,936 --> 00:01:44,103
ବା ପଣ୍ଡା (ମଇଁଷି) ଚମଡ଼ା ।

56
00:01:44,312 --> 00:01:45,647
ଏହା ସେହି ଜିନିଷରୁ ତିଆରି ।

57
00:01:45,647 --> 00:01:47,398
ଆପଙ୍କ କହିବା ଅନୁସାରେ ଏହା ପଣ୍ଡା ଚମଡ଼ାରେ,

58
00:01:47,565 --> 00:01:48,691
ଛେଳି ଚମଡ଼ାରୁ...

59
00:01:48,691 --> 00:01:49,067
ହଁ ।

60
00:01:49,275 --> 00:01:50,485
କିମ୍ବା ଏହା ଗାଈ ଚମଡ଼ାରୁ...

61
00:01:50,485 --> 00:01:51,611
...ତିଆରି...ତିଆରି...

62
00:01:51,611 --> 00:01:53,404
ଆଚ୍ଛା...ଆଚ୍ଛା...ହଁ ।

63
00:01:53,404 --> 00:01:55,448
ଏହାର ଉଭୟ ପାଖ ଚମଡ଼ାରେ ତିଆରି ।

64
00:01:55,448 --> 00:01:56,783
ଏହା ସେହି ଜିନିଷ (ପଶୁ ଚମଡ଼ା) ।

65
00:01:56,783 --> 00:01:57,492
ହଁ ।

66
00:01:57,492 --> 00:01:58,409
ଓହୋ...ଆଚ୍ଛା ।

67
00:01:58,409 --> 00:01:59,702
ଆଉ ଏଇଟା...

68
00:01:59,869 --> 00:02:01,496
ଏଇଟା ଯେଉଁ ବନ୍ଧା ହେଇଛି...

69
00:02:01,496 --> 00:02:02,997
ଏହା କେଉଁଥିରେ ବନ୍ଧା ହୋଇଛି?

70
00:02:03,206 --> 00:02:05,416
ଏହା ମଧ୍ୟ ସେହି ଚମଡ଼ାରେ ବନ୍ଧା ।

71
00:02:05,583 --> 00:02:08,044
ସମାନ...ଗାଈ ଚମଡ଼ାରେ...ବନ୍ଧାହୋଇଛି ।

72
00:02:08,044 --> 00:02:09,128
ଆଚ୍ଛା ।

73
00:02:09,295 --> 00:02:12,465
ଆପଣଙ୍କ...ଆପଣ କେତେ ବୟସରୁ ଏ <i>ଦାମା</i> ବଜେଇବା ଶିଖିଲେ?

74
00:02:13,466 --> 00:02:16,386
ମୁଁ ପିଲାଦିନରୁ ଶିଖିଛି...ସତର-ଅଠର ବର୍ଷ...

75
00:02:16,386 --> 00:02:17,095
ସତର-ଅଠର ବର୍ଷ...

76
00:02:17,095 --> 00:02:18,638
ମୁଁ ଏହା ବହୁତ ଦିନ ପୂର୍ବରୁ ଶିଖିଥିଲି ।

77
00:02:18,638 --> 00:02:20,014
ତା' ସତ୍ତ୍ୱେ,...

78
00:02:20,014 --> 00:02:21,224
ଓହୋ..."ମୁ କରେନି ।"

79
00:02:21,224 --> 00:02:23,143
ଏବେ ସେମାନେ ବଞ୍ଜରକୁ ଚାଲିଯାଇଛନ୍ତି ।

80
00:02:23,143 --> 00:02:24,727
ମୁଁ ତଥାପି ଗଲିନି ।

81
00:02:24,936 --> 00:02:27,856
କାରଣ ଯୁବାଲୋକ ନାଚୁଥିଲେ

82
00:02:27,856 --> 00:02:29,440
ମୁଁ ଯିବି କେମିତି? ମୁଁ ଯାଇପାରିବିନି ।

83
00:02:29,440 --> 00:02:31,067
ସେ ବି ଏକା ବୟସର ।

84
00:02:31,067 --> 00:02:32,360
ମୁଁ ବି ଏକା ବୟସର ।

85
00:02:32,443 --> 00:02:33,778
ତେଣୁ ମୋଚି ଲୋକମାନେ ମଧ୍ୟ ଏହାକୁ ଗଢ଼ିପାରନ୍ତି...

86
00:02:33,778 --> 00:02:34,737
ଗଢ଼ିପାରିବେ...ଗଢ଼ିପାରିବେ...

87
00:02:34,737 --> 00:02:36,114
ଆପଣ ଏହାକୁ ଗାଁରେ ତିଆରି କରି ପାରିବେ ନାହିଁ?

88
00:02:36,114 --> 00:02:37,073
ତିଆରି କରି ପାରିବୁ ନାହିଁ ।

89
00:02:37,073 --> 00:02:38,658
ଆମର ମିସ୍ତ୍ରୀ ଏହାକୁ ତିଆରି କରିପାରିବେ ନାହିଁ ।

90
00:02:38,658 --> 00:02:40,285
ଏବଂ ଆଉ ଜଣେ ମିସ୍ତ୍ରୀ ଅଛନ୍ତି ।

91
00:02:40,285 --> 00:02:42,745
ତାଙ୍କର ଜାତି ମୋଚି ।

92
00:02:42,745 --> 00:02:43,496
ମୋଚି ।

93
00:02:43,496 --> 00:02:44,581
ତ ସେମାନେ ତିଆରି କରନ୍ତି ।

94
00:02:44,581 --> 00:02:45,540
ଆଚ୍ଛା ହଉ, ଠିକ ଅଛି!

95
00:02:45,748 --> 00:02:46,040
ହଁ ।
