1
00:00:00,875 --> 00:00:01,668
ଲଳିତ ବାନରା: ଆପଣଙ୍କ ନାମ କଣ?

2
00:00:01,918 --> 00:00:02,544
ସୁନାରାମ ସିଂ ।

3
00:00:02,836 --> 00:00:03,378
ସୁନାରାମ ସିଂ...

4
00:00:04,045 --> 00:00:04,379
ତିୟୁ ।

5
00:00:04,504 --> 00:00:04,838
ଆଚ୍ଛା...

6
00:00:05,338 --> 00:00:06,256
ଆପଣ କଣ କରନ୍ତି?

7
00:00:06,589 --> 00:00:07,048
ଚାଷ ।

8
00:00:07,757 --> 00:00:09,300
କଣ କଣ ଚାଷ କର?

9
00:00:10,051 --> 00:00:12,887
ମୁଁ ଧାନ ଆଉ ପରିବା ଚାଷ କରେ ।

10
00:00:13,263 --> 00:00:15,056
କୋଳଥ, ଧାନ...କୋଳଥ...

11
00:00:15,140 --> 00:00:16,641
ପନିପରିବା ଆଉ କୋଳଥ...

12
00:00:17,016 --> 00:00:17,684
ଆଉ?

13
00:00:18,101 --> 00:00:19,811
କୋବି-ଫବି, ବିଲାତି (ବାଇଗଣ)-ଫିଲାତି...

14
00:00:19,978 --> 00:00:20,562
ହୁଁ...

15
00:00:20,562 --> 00:00:21,187
ହଁ...

16
00:00:21,187 --> 00:00:23,815
ଏହିସବୁ ଚାଷହେଉଛି ।

17
00:00:24,315 --> 00:00:26,609
ଅଚ୍ଛା...

18
00:00:27,026 --> 00:00:28,278
ଚାଷ ତ କରାଗଲା...

19
00:00:28,528 --> 00:00:28,778
ହଁ...

20
00:00:28,945 --> 00:00:32,365
ଗୋଟିଏ ବର୍ଷରେ ଚାଷ ପାଇଁ ଆପଣ କେତେ ଟଙ୍କା ରୋଜଗାର କରନ୍ତି?

21
00:00:32,782 --> 00:00:34,075
ସେଇଟା ହିସାବ କରାଯାଉନାହିଁ ।

22
00:00:34,325 --> 00:00:35,034
ଯା ହେଉ...

23
00:00:35,285 --> 00:00:35,785
ହଁ

24
00:00:35,785 --> 00:00:37,537
ମୋର ପିଲାଟେ ପଢ଼ୁଛି ।

25
00:00:37,871 --> 00:00:38,246
ହଁ...

26
00:00:38,246 --> 00:00:39,497
ତେଣୁ ଟଙ୍କା ଖର୍ଚ୍ଚ ହେଉଛି...

27
00:00:39,497 --> 00:00:39,998
ଖର୍ଚ୍ଚ ହେଉଛି...

28
00:00:40,123 --> 00:00:42,000
ଆପଣ ଭାବୁଛନ୍ତି

29
00:00:42,000 --> 00:00:44,377
କି ଆପଣ କରୁଥିବା ଚାଷ ପରିମାଣ ପାଇଁ ଆପଣ ସଠିକ୍ ମୂଲ୍ୟ ପାଇଛନ୍ତି?

30
00:00:45,420 --> 00:00:46,713
ହଁ, ଦର ପାଉଛୁ...

31
00:00:46,713 --> 00:00:48,298
(ଓଡ଼ିଆରେ) ଯେତେ ବଜାରରେ ଚାଲିଥିବ...

32
00:00:48,465 --> 00:00:50,925
ଆପଣ ବଜାର ଦର ପାଉଛନ୍ତି କି?

33
00:00:50,967 --> 00:00:52,051
ସେହି ଦର ।

34
00:00:52,051 --> 00:00:52,886
ନା କମି ଯାଉଛି କି?

35
00:00:54,345 --> 00:00:56,014
ସମୟ ସମୟରେ କମୁଛି ।

36
00:00:56,014 --> 00:00:58,141
ମାନେ ଦର ବହୁତ କମୁଛି କି?

37
00:00:58,391 --> 00:01:00,769
ଏ ବର୍ଷ ବିଲାତି ବାଇଗଣ ଆଉ ବାଇଗଣ

38
00:01:00,769 --> 00:01:02,729
କେତେ ଦରରେ ବିକ୍ରୀ ହେଉଛି?

39
00:01:03,688 --> 00:01:06,274
ଆଗରୁ ଦର ୨୦-୧୫ ଚାଲୁଥିଲା...

40
00:01:06,441 --> 00:01:06,775
ହୁଁ...

41
00:01:06,900 --> 00:01:10,111
କିଲୋରେ ଏବେ...

42
00:01:11,112 --> 00:01:13,406
ଦେଢ଼ କିଲୋରେ

43
00:01:13,615 --> 00:01:14,449
ଦଶ ଟଙ୍କା ।

44
00:01:14,574 --> 00:01:15,575
ଦଶ ଟଙ୍କା?

45
00:01:15,867 --> 00:01:17,118
ଆପଣ ଏବେ କହୁଛନ୍ତି ଯେ

46
00:01:17,452 --> 00:01:19,871
ଆପଣ କେତେ ଚାଷ କରୁଛନ୍ତି...

47
00:01:19,871 --> 00:01:22,373
ହଁ, ଆରମ୍ଭରେ ଦର ବେଶୀ ରହେ,

48
00:01:22,373 --> 00:01:24,834
ଆଉ ପରେ କମିଯାଏ ।

49
00:01:24,834 --> 00:01:26,753
ଆଚ୍ଛା, ଆପଣ ଯେବେ ଚାଷକଲେ,

50
00:01:26,753 --> 00:01:28,421
କି କି ଅସୁବିଧାର ସମ୍ମୁଖୀନ ହେଲେ?

51
00:01:29,422 --> 00:01:31,090
ଖାଲି ପାଣି ଅସୁବିଧା ଅଛି ।

52
00:01:31,257 --> 00:01:32,425
ଆଚ୍ଛା, ଖାଲି ପାଣି ଅସୁବିଧା ଅଛି ।

53
00:01:32,425 --> 00:01:35,887
ହଁ, ପାଣି ଆଉ ବାଡ଼ ନଥିବା ଅସୁବିଧା ।

54
00:01:36,054 --> 00:01:36,554
ହଁ...

55
00:01:36,721 --> 00:01:38,848
ଗାଈ ଦଦରା ହୋଇଗଲେଣି—ଏଇସବୁ ଅସୁବିଧା ।

56
00:01:38,848 --> 00:01:40,058
ସେଇ ଅସୁବିଧା ହେଉଛି ।

57
00:01:40,558 --> 00:01:43,520
ଆଚ୍ଛା, ସରକାର ଯେତେବେଳେ ପାଣି ପାଣି ଏତେ କରୁଛି,

58
00:01:43,978 --> 00:01:47,232
ପ୍ରତି ନଳକୂଅ ପାଇଁ ପ୍ରକଳ୍ପ ହେଉଛି

59
00:01:47,232 --> 00:01:49,651
ବା କୂଅ ପାଇଁ ପ୍ରକଳ୍ପ ହେଉଛି...

60
00:01:49,901 --> 00:01:50,151
ହୁଁ...

61
00:01:50,318 --> 00:01:53,404
ତ ଆପଣ (କୁଅ) ଖୋଳାଇଛନ୍ତି କି ନା?

62
00:01:53,696 --> 00:01:54,614
ଖୋଳାଯାଇନି ।

63
00:01:54,989 --> 00:01:59,994
କିନ୍ତୁ ମୁଁ କରେଇଲିନି କାରଣ ଆମ ବିଲ ନଈକୁଳରେ..

64
00:01:59,994 --> 00:02:01,120
ନଈକୁଳରେ...ତଥାପି...

65
00:02:01,120 --> 00:02:02,580
ନଈକୁଳରେ

66
00:02:02,789 --> 00:02:04,999
କେବେ...ଯେତେବେଳେ ଆପଣଙ୍କୁ କୁହାଗଲା,

67
00:02:04,999 --> 00:02:07,168
ଘୋଷଣା ହେଲା ଯେ ଏ ପ୍ରକଳ୍ପ ଆସିବ

68
00:02:07,168 --> 00:02:10,421
ଆପଣଙ୍କ ପାଖେ କେମିତି ପହଞ୍ଚିଲାନି?...

69
00:02:10,713 --> 00:02:12,924
ଗ୍ରାମପଞ୍ଚାୟତ ସ୍ତରରେ

70
00:02:12,924 --> 00:02:19,180
ଆପଣ...କେହି...ବା ଆଉ କେହି କୃଷି ଅଧିକାରୀ

71
00:02:19,180 --> 00:02:22,392
ବା...ଗ୍ରାମ କୃଷି ସଂଯୋଜକ

72
00:02:22,475 --> 00:02:24,060
ସେମାନେ ଆସିଥିଲେ କି ବୁଝାଇବାକୁ

73
00:02:24,060 --> 00:02:26,062
ଯେ ଏଇଟା ଗୋଟେ ସରକାରୀ ଯୋଜନା?

74
00:02:27,814 --> 00:02:28,731
ଆପଣଙ୍କୁ କେହି କହିଥିଲେ କି?

75
00:02:29,149 --> 00:02:31,359
ହଁ, ସରକାରୀ ଲୋକେ ଗତ କିଛି ଦିନ ହେଲା ବୁଝାଉଛନ୍ତି ।

76
00:02:31,693 --> 00:02:32,569
ତ...

77
00:02:32,569 --> 00:02:34,112
ସେମାନେ ଆସି ସଭାଟେ କରିଥିଲେ...

78
00:02:34,654 --> 00:02:35,071
ହୁଁ...

79
00:02:35,488 --> 00:02:37,031
ସେମାନେ ପିଲାଙ୍କୁ ଖୋଜୁଥିଲେ...

80
00:02:37,031 --> 00:02:37,824
ପିଲା ନୁହେଁ...

81
00:02:37,824 --> 00:02:39,742
ଆପଣଙ୍କୁ ଯୋଗାଯୋଗ କରିଥିଲେ କି?

82
00:02:39,909 --> 00:02:41,119
ନା, ମୋତେ ଯୋଗାଯୋଗ କରିନଥିଲେ ।

83
00:02:41,119 --> 00:02:41,911
ଯୋଗାଯୋଗ କରିନଥିଲେ...

84
00:02:41,911 --> 00:02:43,246
ଆଚ୍ଛା, ଠିକ ଅଛି ।

85
00:02:43,788 --> 00:02:44,998
ଏବେ କହିବା ଅନୁସାରେ

86
00:02:45,415 --> 00:02:47,917
ଆପଣ ଚାଷ କଲାବେଳେ...

87
00:02:48,042 --> 00:02:49,961
ଆପଣ ପଇସା କେଉଁଠୁ ଆଣନ୍ତି?

88
00:02:50,044 --> 00:02:51,462
ନିଜ ଖର୍ଚ୍ଚରେ କରୁଛନ୍ତି

89
00:02:51,462 --> 00:02:53,047
ନା କେଉଁଠୁ ଋଣ ଆଣୁଛନ୍ତି?

90
00:02:53,214 --> 00:02:54,424
ନା, ନିଜ ପଇସାରେ...

91
00:02:54,424 --> 00:02:55,633
ନିଜ..ନିଜ ଖର୍ଚ୍ଚରେ...

92
00:02:55,675 --> 00:02:56,593
ନିଜ ପଇସାରେ...

93
00:02:56,593 --> 00:02:57,510
ନିଜ ପଇସାରେ...

94
00:02:57,677 --> 00:02:58,469
..ଚାଷ କରୁଛି ।

95
00:02:58,636 --> 00:02:59,387
(ପଛରେ କଥାବାର୍ତ୍ତା)

96
00:02:59,554 --> 00:03:03,808
ଆପଣ...ବ୍ୟାଙ୍କ କୃଷି ଋଣ ଦେଉଛି

97
00:03:03,808 --> 00:03:07,645
ସମବାୟ ସମିତି କୃଷି ଋଣ ଦେଉଛି

98
00:03:07,812 --> 00:03:10,064
ଏହି ବିଷୟରେ ଆପଣ ଜାଣିଛନ୍ତି କି ନାହିଁ

99
00:03:10,315 --> 00:03:11,608
ମୋତେ ଜଣା ଅଛି 

100
00:03:11,858 --> 00:03:13,109
ତେବେ ଆପଣ ଋଣ କାହିଁକି ନେଉନାହାଁନ୍ତି?

101
00:03:14,319 --> 00:03:15,612
ଆଗରୁରୁ ମୋ ବାପା...

102
00:03:15,778 --> 00:03:16,154
ହୁଁ...

103
00:03:16,362 --> 00:03:18,656
ଋଣ ଆଣିଥିଲେ କିନ୍ତୁ ଯେତେ ଶୁଝିଲେ ବି ସରୁ ନାହିଁ ।

104
00:03:19,908 --> 00:03:23,244
ବ୍ୟାଙ୍କବାଲା ଏମିତି ପ୍ରତାରଣା କରୁଥିବାରୁ ମୁଁ ଏଟା ଗ୍ରହଣ କରେନାହିଁ ।

105
00:03:23,494 --> 00:03:23,745
ନା...

106
00:03:23,870 --> 00:03:25,580
ଆଚ୍ଛା, ମଝିରେ ମଝିରେ ଶୁଣୁଥିଲୁ

107
00:03:25,580 --> 00:03:28,249
କୃଷି ଛାଡ଼ କୃଷି ଋଣ ଛାଡ଼ ହେବ ବୋଲି ।

108
00:03:28,374 --> 00:03:28,750
ହୁଁ...

109
00:03:28,750 --> 00:03:30,668
ତାହେଲେ ତେବେ କାହିଁକି ଛାଡ଼ ହେଲାନି?

110
00:03:31,002 --> 00:03:34,339
ଆପଣ ଏ ବିଷୟରେ ବ୍ୟାଙ୍କବାଲାଙ୍କ ସହ କଥା ହେଇଥିଲେ କି ନାହିଁ?

111
00:03:35,423 --> 00:03:39,552
ମୋ ବାପାଙ୍କ ସମୟରୁ ମୁଁ ମନେରଖିଛି ।

112
00:03:39,761 --> 00:03:40,136
ହୁଁ...

113
00:03:40,219 --> 00:03:42,305
ବାପା ଏତେ ବ୍ୟସ୍ତ ହେଉଥିଲେ 

114
00:03:42,388 --> 00:03:45,725
ଯେ ଆଉ ଲୋନଟେ ନେବା କଷ୍ଟ ହେବ ଭାବିଲି ।

115
00:03:45,808 --> 00:03:46,392
ହୁଁ...

116
00:03:46,392 --> 00:03:49,604
ତେଣୁ ମୁଁ ବ୍ୟାଙ୍କ ସହିତ ଯୋଗାଯୋଗ ନ କରିବାକୁ ସ୍ଥିର କଲି ।

117
00:03:49,604 --> 00:03:50,271
ତୁମେ...

118
00:03:50,271 --> 00:03:51,230
ସ୍ଥିର କଲ...
