1
00:00:00,000 --> 00:00:02,377
ମୋ ନାଁ ଖେତ୍ରବାସୀ ଜୁଆଙ୍ଗ ।

2
00:00:02,544 --> 00:00:07,382
ମୁଁ ସରକାରୀ ସ୍କୁଲରେ ପିଲାଙ୍କୁ ପାଠପଢ଼ାଏ ।

3
00:00:07,382 --> 00:00:11,177
ମୁଁ...କେନ୍ଦୁଝର ଜିଲ୍ଲାରେ ରହେ ।

4
00:00:11,177 --> 00:00:16,391
ମୁଁ ମୋର ଜୁଆଙ୍ଗ ଭାଷା ଓ ସଂସ୍କୃତିକୁ ନେଇ ବହୁତ ଗର୍ବିତ ।

5
00:00:16,975 --> 00:00:22,772
ମୋ ଜୁଆଙ୍ଗ ଭାଷା ଓ ସଂସ୍କୃତି ମୋତେ ବଢ଼ିବାରେ ସାହାଯ୍ୟ କରିଛି ।

6
00:00:23,231 --> 00:00:28,236
ଯେହେତୁ ମୁଁ ଜୁଆଙ୍ଗ ଭାଷା ଓ ସଂସ୍କୃତି ମାଧ୍ୟମରେ ବହୁତ ଅଗ୍ରଗତି କରିଛି,

7
00:00:28,528 --> 00:00:34,534
ଓଡ଼ିଆରେ: ..ତେଣୁ...ଜୁଆଙ୍ଗ ଭାଷା ଓ ସଂସ୍କୃତି ପାଖରେ ସବୁଦିନ ପାଇଁ ଚିରଋଣୀ ।

8
00:00:34,868 --> 00:00:42,208
ତେଣୁ ମୁଁ ଲୋକଙ୍କୁ ସବୁବେଳେ...ସଦାବେଳେ କହେ ଯେ ଭାଷା ସଂସ୍କୃତି ବଞ୍ଚିଲେ ଜୁଆଙ୍ଗ ଜାତି ବଞ୍ଚିବ ।
