ଆଧାର ଏବଂ ସୂଚନା ଉପଲବ୍ଧତା
- ଅଂଶ
- 1ଟି ଅଧିବେଶନ,
ark:15056/osa-juy-r1 - ଅନ୍ୟ ଶିରୋନାମା
- Aadhaar and Information Access
- ସମ୍ପାଦକ
- Subhashish Panigrahi
- ଉପକରଣ
- Lavalier microphone, DSLR camera
- ଅବଧି
- 1:51
- ଲାଇସେନ୍ସ
- CC BY-SA 4.0
- ଜମା ହୋଇଛି
- Wikimedia Commons
ଏହି ଭିଡ଼ିଓରେ ଭାରତର ଜୁରାୟ ଭାଷାଭାଷୀ ଏବଂ ଓଡ଼ିଶାର ରାୟଗଡ଼ାର ବାସିନ୍ଦା ମଞ୍ଜୁଳା ଭୁୟାଁ ୨୦୧୯ରେ ନିଜ ମାତୃଭାଷା ଜୁରାୟ ଭାଷାରେ ଆଧାର ଏବଂ ସାର୍ବଜନୀନ ସୂଚନା ଉପଲବ୍ଧତା ଉପରେ ଆଲୋଚନା କରିଛନ୍ତି । ଓପିନୋ ଗମାଙ୍ଗୋ ଏବଂ ଶୁଭାଶିଷ ପାଣିଗ୍ରାହୀଙ୍କ ଦ୍ୱାରା ତାଙ୍କର ୨୦୨୧ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାର୍ଜିନାଲାଇଜଡ୍ ଆଧାର ପାଇଁ ଏହି ସାକ୍ଷାତକାର ହୋଇଥିଲା । ଏହି ଚଳଚ୍ଚିତ୍ରର ବ୍ୟବହୃତ କିମ୍ବା ଅବ୍ୟବହୃତ ଅଭିଲେଖୀୟ ଫୁଟେଜକୁ ପାଣିଗ୍ରାହୀ ସମ୍ପାଦନା କରିଥିଲେ ଯାହା ୨୦୨୫ରେ ଓପନସ୍ପିକ୍ସ ଆର୍କାଇଭ୍ ପ୍ରକଳ୍ପର ଅଂଶବିଶେଷ ଭାବେ ପ୍ରକାଶ ପାଇଥିଲା । ଓଡ଼ିଆ ସବ୍ଟାଇଟେଲଗୁଡ଼ିକ ଦୀନବନ୍ଧୁ ଗମାଙ୍ଗୋଙ୍କ ଦ୍ୱାରା ଏବଂ ଇଂରାଜୀ ଅନୁବାଦଗୁଡ଼ିକ ପାଣିଗ୍ରହୀଙ୍କ ଦ୍ୱାର। ହୋଇଥିଲା ।
ଫାଇଲ
ଆଧାର
Manjula Bhuyan (2019). Aadhaar and Information Access. Juray [juy]. ଓପନସ୍ପିକ୍ସ ଆର୍କାଇଭ୍ସ. https://n2t.net/ark:15056/osa-juy001