1
00:00:00,250 --> 00:00:02,085
<i>ମଥା ଖଙ୍କା ବାହୁନା</i> ଗୁଟେ କହୁଚି ଶୁଣ

2
00:00:02,502 --> 00:00:03,128
ହଁ, କହ ।

3
00:00:05,714 --> 00:00:13,513
ଆଃ...ଖଣ୍ଡି ଖଣ୍ଡି ମେଘ ମଉଜା ଗୁଟେ,...ଏ ଖୁଡ଼ୀ,...ଏ...

4
00:00:13,972 --> 00:00:20,562
ଏ ମାତା କେଶ ବନ୍ଧା ଅଉତା ଗୁଟେ,...ଏ ଖୁଡ଼ୀ,

5
00:00:21,062 --> 00:00:26,901
ଯେତେବେଳେ ମାତା କେଶ ଫିଟାନ୍ତି,...ଏ ଖୁଡ଼ୀ

6
00:00:27,193 --> 00:00:33,366
ଏ ବାର ବନେ ଧୁର ଡଲେ ବସାନ୍ତି, ଏ ଖୁଡ଼ୀ

7
00:00:33,658 --> 00:00:34,701
ଏ ନିନ୍ତା...

8
00:00:34,701 --> 00:00:40,457
ଦୁଧ ପୁଡ଼ାପିଠା ନେଞ୍ଚ କରନ୍ତି,...ଏ ଖୁଡ଼ୀ,

9
00:00:40,707 --> 00:00:46,588
ଏ ଶିଙ୍ଗି ପାନିଆରୁ ହସ୍ତେ ଧରନ୍ତି,...ଏ ଖୁଡ଼ୀ,  

10
00:00:46,880 --> 00:00:53,052
ଏ କେବେ ଯାଇ ମାତା କେଶ ଫିଟାନ୍ତି,...ଏ ଖୁଡ଼ୀ

11
00:00:53,303 --> 00:01:01,978
ଏ ଅଣାକିଆରୁ...ମଣାକିଆଥୁ ନଛା ମୁଠେ ପକାନ୍ତି,...ଏ ଖୁଡ଼ୀ,

12
00:01:02,228 --> 00:01:07,984
ଏ ତେବେ ଯାଇ ମାତା କେଶ ବାନ୍ଧନ୍ତି,...ଏ ଖୁଡ଼ୀ,

13
00:01:08,401 --> 00:01:14,449
ଏ ଘର କେଶବନ୍ଧା ପରତେ ନାହିଁ ଲୋ,...ଏ ଖୁଡ଼ୀ,

14
00:01:14,699 --> 00:01:20,705
ଏ ମାତା କେଶ ବାନ୍ଧେ ମନକୁ ଚାହିଁ ଲୋ,...ଏ ଖୁଡ଼ୀ,

15
00:01:20,955 --> 00:01:27,086
ଏ କାଲି ପେଡ଼ି-ସ...ବନ୍ଧା ହେଇଆସିବ ଲୋ,...ଏ ଖୁଡ଼ୀ,

16
00:01:27,420 --> 00:01:32,759
ଏ ଜେମାଦେଈ କଥା ମାତା ଭାବିବ ଲୋ, ଏ ଖୁଡ଼ୀ ।

17
00:01:34,260 --> 00:01:38,348
ଯା...(ଅସ୍ପଷ୍ଟ)
