1
00:00:00,100 --> 00:00:01,360
- ବାହୁନା କହିମି ନା?

2
00:00:01,360 --> 00:00:01,860
(ହଁ)

3
00:00:01,860 --> 00:00:03,240
ଅହ..(ଓହୋ)

4
00:00:03,680 --> 00:00:05,280
ଆଉ ମନ୍ଦର (ମନେ) ରହୁନି...

5
00:00:05,280 --> 00:00:07,360
କହିଲା କହିଲା ଇଏ...

6
00:00:11,840 --> 00:00:16,620
ଗୁଟିଏ (ଗୋଟିଏ) ଅଗାଡ଼ି କୁଟିଏ ଧାନରେ

7
00:00:16,720 --> 00:00:20,140
ବାପ ପିଣ୍ଡ କାରଣ

8
00:00:20,560 --> 00:00:22,800
ସୁବର୍ଣ୍ଣ ସୀତାକୁ

9
00:00:22,920 --> 00:00:25,720
ମୁ କନି (କଲି) ଦାନରେ

10
00:00:25,740 --> 00:00:29,260
ବାପ ପିଣ୍ଡ କାରଣ

11
00:00:29,900 --> 00:00:36,580
କରନି ନିଅମ (ନିୟମ) ତୋ ମାତା ପିତାକୁ ଜାଣିରେ

12
00:00:36,780 --> 00:00:39,620
ବାପ ପିଣ୍ଡ କାରଣ

13
00:00:40,240 --> 00:00:42,340
ଜୀବ ଯିବାବେଳେ

14
00:00:42,520 --> 00:00:45,320
ଆସିବୁ ଧାଇଁରେ

15
00:00:45,440 --> 00:00:48,420
ବାପ ପିଣ୍ଡ କାରଣ

16
00:00:48,700 --> 00:00:54,020
ମରପୁରେ (ମୋ ) ରାଗ ରଖିବୁ ନାହିଁରେ

17
00:00:54,340 --> 00:00:57,340
ବାପ ପିଣ୍ଡ କାରଣ

18
00:00:57,720 --> 00:01:02,680
କିଆ ବାଡ଼ ତଳେ କଚିମ କୁଠି (କୋଠି)ରେ

19
00:01:02,940 --> 00:01:06,000
ବାପ ପିଣ୍ଡ କାରଣ

20
00:01:06,320 --> 00:01:12,440
ମୋ ରାଣୀ ଖାଆନ୍ତି ଗହମ ରୁଟିରେ

21
00:01:12,700 --> 00:01:15,620
ବାପ ପିଣ୍ଡ କାରଣ

22
00:01:15,960 --> 00:01:21,040
ଯିଏ ପାଞ୍ଚ କୁସ (କୋଷ) ତୁ ଯାଇଥିବୁରେ

23
00:01:21,360 --> 00:01:24,360
ବାପ ପିଣ୍ଡ କାରଣ

24
00:01:24,760 --> 00:01:29,920
ମୋ ରାଣି ଚରିଚା (ଚର୍ଚ୍ଚା) ଆଗେ ବୁଝିବୁରେ

25
00:01:29,960 --> 00:01:33,060
ବାପ ପିଣ୍ଡ କାରଣ

26
00:01:34,300 --> 00:01:36,300
(ହସ..)