1
00:00:00,440 --> 00:00:01,840
ତା ସ୍ୱାମୀ ଯିମିତି ମରିଗଲା

2
00:00:01,840 --> 00:00:03,660
ସେ ଚାଲିଗଲା ହାକିମ କତିକି

3
00:00:04,340 --> 00:00:06,340
ଛୁଆକୁ କାଖେକିକି, ଗୁଟିଏ (ଗୋଟିଏ) ପୁଅ

4
00:00:06,700 --> 00:00:09,340
ଆଉ ସେଇଟୁ ଯାଇକି କହିଲା

5
00:00:09,580 --> 00:00:12,340
କହିଲା, କିସ ମା କାହିଁକି ରଡ଼ି କରୁଚୁ

6
00:00:12,340 --> 00:00:13,460
ଗୁଡ଼ (ଗୋଡ଼) ତଳେ ପଇଲୁ ।

7
00:00:13,460 --> 00:00:14,560
କିସ ହାଲ?

8
00:00:14,560 --> 00:00:17,060
ନା ଏରକ (ରକମ) ମୋ ସ୍ୱାମୀ ମରିଗଲା

9
00:00:17,120 --> 00:00:19,380
ଆଉ ଯାହାକି ଦି ପା ଥିଲା

10
00:00:19,420 --> 00:00:20,540
ତାକୁ ସବୁ

11
00:00:20,540 --> 00:00:23,060
ଗାଁବାଲା ଟିପ କରିନେଲେ

12
00:00:23,060 --> 00:00:24,320
ମଲା ମଣସ କତିରୁ ।

13
00:00:25,080 --> 00:00:26,040
ନା, ହଉ ।

14
00:00:26,560 --> 00:00:27,560
ତୋ ସ୍ୱାମୀ ନାଁ କିସ,

15
00:00:27,560 --> 00:00:28,900
ତୋ ସସୁର (ଶ୍ୱଶୁର) ନାଁ କିସ

16
00:00:28,900 --> 00:00:30,360
ତୋ ସାସୁ (ଶାଶୂ) ନାଁ କିସ

17
00:00:30,360 --> 00:00:32,360
ତୋ ନାଁ କିସ କହ ।

18
00:00:32,560 --> 00:00:34,560
ସେ ସେଉଟୁ (ସେଠୁ) କହିଲା

19
00:00:34,840 --> 00:00:36,840
କହିଲା, ଚାରି ଚଉଦ

20
00:00:36,840 --> 00:00:38,280
ଫେରେ ଚାରି

21
00:00:38,280 --> 00:00:40,280
କର ପାରି

22
00:00:40,280 --> 00:00:42,280
ଯିମି ଗାଁ

23
00:00:42,280 --> 00:00:44,280
ମୋ ଗିରସ୍ତର ସେଇଆ ନାଁ

24
00:00:45,040 --> 00:00:46,220
କିସ ହେଲା?

25
00:00:48,760 --> 00:00:51,000
ତା ଗିରସ୍ତ ନାଁ ହଉଚି ସାଠିଆ

26
00:00:51,480 --> 00:00:53,820
ସେ ସେ କଥା ବୁଲେଇକି କହିଲା

27
00:00:54,520 --> 00:00:56,240
କହିଲା, ଚାରି ଚଉଦ

28
00:00:56,240 --> 00:00:57,540
ଫେରେ ଚାରି

29
00:00:57,540 --> 00:00:58,800
କର ପାରି

30
00:00:58,800 --> 00:01:00,080
ଯିମି ଗାଁ

31
00:01:00,080 --> 00:01:02,080
ମ (ମୋ) ଗିରସ୍ତର ସେଇଆ ନାଁ

32
00:01:03,560 --> 00:01:05,560
(ହସିକି) ତା'ର କହିଦେଲା

33
00:01:06,400 --> 00:01:09,140
ଆଉ ସେଇଟୁ (ସେଠୁ) [ହାକିମ] କହିଲା କହିଲା ମା

34
00:01:09,140 --> 00:01:11,120
ହଉ କହିଲୁ

35
00:01:11,120 --> 00:01:14,320
ଆଉ ତୋ ସ୍ୱାମୀ ମରିଏଇଚି (ମରିଯାଇଛି),

36
00:01:14,320 --> 00:01:16,720
ତୁ କିମିତି ସେଜ ହା କରିବୁ?

37
00:01:17,040 --> 00:01:20,200
ଆଉ ମତେ କହ ।

38
00:01:20,840 --> 00:01:22,840
ଆଉ ତାକୁ ଟଙ୍କା ଦେଲା,

39
00:01:23,440 --> 00:01:25,440
ସରକାର ଟଙ୍କା ଦେଲା,

40
00:01:25,520 --> 00:01:26,940
ତାର ଆସିକି

41
00:01:27,080 --> 00:01:30,080
ଆଉ ତା ସ୍ୱାମୀକି

42
00:01:30,080 --> 00:01:31,800
କୁଟା ଦଉଡ଼ି ବଳିପକେଇକି

43
00:01:32,200 --> 00:01:34,640
ଗୁଡ଼ର (ଗୋଡ଼ର) ନଗେଇଦେଇକି ଟାଣିକି ନେଇଗଲା ।

44
00:01:35,040 --> 00:01:36,320
ସଁସାନ (ଶ୍ମସାନ) ଭୂଇଁର

45
00:01:36,480 --> 00:01:38,200
ସଇଦେଇଆସିଲା (ଶୁଆଇଦେଇଆସିଲା)

46
00:01:38,500 --> 00:01:40,000
ସଇଦେଇକି (ଶୁଆଇଦେଇକି) ଆସିକି,

47
00:01:40,000 --> 00:01:41,660
ହାତରୁ ଖଡ଼ୁ କାଢ଼ିଲା

48
00:01:41,660 --> 00:01:45,180
କାଢ଼ିକି ଛୁଆକୁ  ଖଇଲା (ଖୁଆଇଲା), ପେଇଲା, ଭଲମନ୍ଦ କଲା ।

49
00:01:45,180 --> 00:01:47,180
କରିତେ କରିତେ,

50
00:01:47,180 --> 00:01:49,840
ସେଇଟୁ (ସେଠୁ) ହାକିମ କହିଲା,

51
00:01:49,840 --> 00:01:53,940
ଇଏତ ଏତେ କହୁଚି,

52
00:01:53,940 --> 00:01:58,380
ତା ସସୁର (ଶ୍ୱଶୁର) ନାଁ କିସ କହିଲା,

53
00:01:59,340 --> 00:02:01,180
ହଁ...

54
00:02:01,380 --> 00:02:03,720
ପଣ୍ଡା, କି ପଣ୍ଡା-ଉଲି (ବୋଲି) କହିଲା

55
00:02:04,840 --> 00:02:06,840
ମନ୍ଦର ଆଉ ରହୁନି ବାପ

56
00:02:10,940 --> 00:02:12,940
ମନ୍ଦର ଆଉ ରହୁନେଇ (ରହୁନାହିଁ) ବାପ ।