1
00:00:01,710 --> 00:00:04,504
ମୋ ନାଁ ବଳରାମ ମୁଦୁଲି ।

2
00:00:05,255 --> 00:00:07,340
ମୋ ଗାଁ ନାଁ ସାନସାଗର ।

3
00:00:08,234 --> 00:00:11,386
ମୁଁ ପାରେଙ୍ଗା ଜନଜାତିର ।

4
00:00:12,038 --> 00:00:15,807
ମୋ ଭାଷାର ନାମ ଗୋରୁମ ଭାଷା ।

5
00:00:16,015 --> 00:00:21,229
ଆମ ଗୋରୁମ ଭାଷାରେ ଭାଷା ଶିକ୍ଷକ ନାହାନ୍ତି ।

6
00:00:21,795 --> 00:00:25,984
ଅନ୍ୟ ଆଦିବାସୀ ଭାଷା ପାଇଁ ଶିକ୍ଷକ ଅଛନ୍ତି...

7
00:00:26,317 --> 00:00:27,402
ଜୁଆଙ୍ଗ [ଶିକ୍ଷକ] ଅଛନ୍ତି...

8
00:00:27,402 --> 00:00:28,987
ସାନ୍ତାଳୀ ଶିକ୍ଷକ ଅଛନ୍ତି...

9
00:00:29,696 --> 00:00:31,948
କୁଇ ଶିକ୍ଷକ ଅଛନ୍ତି...

10
00:00:32,532 --> 00:00:34,701
ପରଜା ଶିକ୍ଷକ ଅଛନ୍ତି...

11
00:00:35,201 --> 00:00:36,745
..ଗଦବା (ଗୁତବ) ଶିକ୍ଷକ ଅଛନ୍ତି...

12
00:00:37,370 --> 00:00:38,913
..ବଣ୍ଡା ଶିକ୍ଷକ ମଧ୍ୟ ଅଛନ୍ତି...

13
00:00:39,581 --> 00:00:41,124
..ଦିଦାୟୀ ଶିକ୍ଷକ ଅଛନ୍ତି...

14
00:00:41,207 --> 00:00:42,542
..ସେମାନଙ୍କ ପାଖରେ କୋୟା ଶିକ୍ଷକ ମଧ୍ୟ ଅଛନ୍ତି.

15
00:00:43,251 --> 00:00:53,636
କିନ୍ତୁ ପାରେଙ୍ଗା-ଗୋରୁମରେ...ଆମର ଏବେ ବି ଶିକ୍ଷକ ନାହାନ୍ତି ।

16
00:00:54,825 --> 00:01:02,896
ଆମର,...ପାରେଙ୍ଗା-ଗୋରୁମରେ...ଗୋରୁମ-ପାରେଙ୍ଗା ଭାଷାରେ...ଶିକ୍ଷକ ଆସିଲେ

17
00:01:03,021 --> 00:01:07,108
ଆମ ପାଖରେ ଶିକ୍ଷକ ହେଲେ ଆମର ବହୁତ ସୁବିଧା ହେବ ।

18
00:01:07,734 --> 00:01:10,862
ଆମ ପିଲାମାନେ ମଧ୍ୟ ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ଗୋରୁମ ଭାଷା ଶିଖିପାରିବେ ।

19
00:01:11,738 --> 00:01:14,365
ଏହାଦ୍ୱାରା ସେମାନେ ଆମ ଆଦିବାସୀ ଭାଷା ମଧ୍ୟ ବଢ଼ାଇବ ।
