1
00:00:00,291 --> 00:00:01,751
ମୋ ନାଁ ନାମଦ ଦଳବେହେରା

2
00:00:03,336 --> 00:00:10,218
ଆଉ, ମୁଁ ୧୬ ବର୍ଷ ବୟସରୁ ଚିତ୍ର ଆଙ୍କୁଛି

3
00:00:10,760 --> 00:00:12,178
ଆମେ ଘରେ ଇଡ଼ିତାଲ କରିଆସୁଛୁ

4
00:00:13,054 --> 00:00:15,014
ଏହା କେମିତି ତିଆରି ହୁଏ...

5
00:00:15,598 --> 00:00:16,558
ମୁଁ ଦେଖିଛି

6
00:00:18,518 --> 00:00:21,813
ମୋ ଗୁରୁ ହେଲେ ସୁର୍ଡର ଗମାଙ୍ଗ

7
00:00:23,356 --> 00:00:26,693
ମୁଁ ତାଙ୍କ ଇଡ଼ିତାଲ ଅଙ୍କା ଦେଖୁଥିଲି,

8
00:00:27,235 --> 00:00:29,112
"(ଭାବୁଥିଲି) କଣ ଏଗୁଡ଼ା?"—ପିଲାଳିଆ ଢଙ୍ଗରେ...

9
00:00:29,654 --> 00:00:30,780
ମୁଁ ସେତେବେଳେ ପିଲାଟେ ଥିଲି

10
00:00:31,072 --> 00:00:32,574
"କଣ ଏଇଟା?"

11
00:00:32,574 --> 00:00:33,450
ମୁଁ ଭାବୁଥିଲି ଯେ

12
00:00:33,742 --> 00:00:35,368
ଏ ଏକ ମାମୁଲି ଚିତ୍ର 

13
00:00:36,161 --> 00:00:38,955
ଆମେ ବଡ଼ ହେବା ପରେ

14
00:00:39,414 --> 00:00:45,086
ଏ ପୁରୁଣା ପରମ୍ପରା ଲୋପ ପାଇବାକୁ ବସିଲାଣି

15
00:00:45,670 --> 00:00:47,464
ଲୋପ ପାଇବାକୁ ବସିବାରୁ...

16
00:00:48,465 --> 00:00:50,925
୨୦୦୪ରେ ସରକାର 

17
00:00:53,845 --> 00:00:58,099
ଭୁବନେଶ୍ୱରରେ ସରକାରୀ କଲେଜରେ—ବିଭୂତି କାନୁନଗୋ କଲେଜ 

18
00:00:58,099 --> 00:01:04,939
ଆମେ ଛଅ-ମାସିଆ ପେସାଗତ ତାଲିମ ପାଇଲୁ

19
00:01:05,190 --> 00:01:07,233
ଲକ୍ଷ୍ମଣ ଶବର ଆମ ଗୁରୁ ଥିଲେ

20
00:01:08,067 --> 00:01:11,905
ଆମ ଗୁରୁ ଆମକୁ ଶିଖାଇଲେ

21
00:01:13,156 --> 00:01:15,950
ଆଉ ସେ ଛଅ ମାସର ତାଲିମରୁ

22
00:01:16,618 --> 00:01:20,330
କାନଭାସ କପଡ଼ା ଆଉ କାଚ,

23
00:01:20,997 --> 00:01:26,628
ଆଉ ଅଲଗା ବସ୍ତୁ ଉପରେ ମଧ୍ୟ, ଟି ସାର୍ଟରେ, ଶାଢ଼ୀରେ,

24
00:01:28,213 --> 00:01:34,469
ମାଉଣ୍ଟ କାଗଜରେ—ତାଲିମ ପାଇଲି

25
00:01:35,678 --> 00:01:39,349
ଆଉ ମୋତେ ୧୬ ବର୍ଷ ହୋଇଥିଲା

26
00:01:40,225 --> 00:01:41,100
ଆମେ ଏଇ ଭଳି ଶିଖିଲୁ

27
00:01:41,601 --> 00:01:44,771
ମୁଁ କୌଣସି (ତାଲିମ) କାର୍ଯ୍ୟକ୍ରମ ହେଲେ ଭାଗନିଏ

28
00:01:45,522 --> 00:01:47,941
ଅର୍ଡ଼ର ମିଳିଲେ ଆମେ ଇଡ଼ିତାଲ କରୁ
